ଓଡ଼ିଆ (Oriya): translationNotes Print

Updated ? hours ago # views See on WACS

୨ୟ ଯୋହନ ପୁସ୍ତକର ପରିଚୟ

ଭାଗ ୧: ସାଧାରଣ ପରିଚୟ

୨ୟ ଯୋହନର ରୂପରେଖା

୧. ଅଭିବାଦନ (୧:୧-୩) ୧. ଉତ୍ସାହ ଓ ମହାନ ଆଜ୍ଞା (୧:୪-୬) ୧: ଭଣ୍ଡ ଶିକ୍ଷକଙ୍କ ବିଷୟରେ ଚେତାବନୀ (୧:୭-୧୧) ସହଭାଗୀ ବିଶ୍ବାସୀମାନଙ୍କଠାରୁ ଅଭିବାଦନ (୧:୧୨-୧୩)

୨ୟ ଯୋହନ ପୁସ୍ତକ କିଏ ଲେଖିଛନ୍ତି ?

ଏହି ପତ୍ର ଲେଖକଙ୍କ ନାମ ଉଲ୍ଲେଖ କରେ ନାହିଁ । ଲେଖକ ଆପଣାକୁ ଜଣେ “ପ୍ରାଚୀନ” ଭାବେ ପରିଚୟ ଦିଅନ୍ତି । ଏହି ପତ୍ର ସମ୍ଭବତଃ ପ୍ରେରିତ ଯୋହନଙ୍କ ଦ୍ବାରା ଜୀବନର ଅନ୍ତିମ ସମୟରେ ଲେଖାଯାଇଥିଲା । ୨ୟ ଯୋହନର ବିଷୟବସ୍ତୁ ଯୋହନଙ୍କ ସୁସମାଚାର ସହିତ ସମାନ ଅଟେ ।

୨ୟ ଯୋହନ ପୁସ୍ତକଟି କେଉଁ ବିଷୟରେ ଲେଖାଯାଇଛି?

ଯୋହନ ଏହି ପତ୍ର ଜଣେ ବ୍ୟକ୍ତିଙ୍କ ନିକଟକୁ ଲେଖିଛନ୍ତି ଯାହାଙ୍କୁ ସେ ଜଣେ “ମନୋନୀତା ମହିଳା” ଓ “ତାହାଙ୍କ ସନ୍ତାନଗଣ” ଭାବେ ସମ୍ଭୋଧନ କରନ୍ତି (୧:୧). ଏହା କୌଣସି ଜଣେ ନିର୍ଦ୍ଧିଷ୍ଟ ବନ୍ଧୁ ଓ ତାହାଙ୍କ ସନ୍ତାନମାନଙ୍କ ବିଷୟରେ ଉଲ୍ଲେଖ କରେ । କିମ୍ବା ଏହା କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ବିଶ୍ବାସୀମାନଙ୍କ ଦଳକୁ, କିମ୍ବା ସାମୂହିକଭାବେ ବିଶ୍ବାସୀମାନଙ୍କ ବିଷୟରେ ଉଲ୍ଲେଖ କରେ । ଯୋହନ ତାହାଙ୍କ ପାଠକମାନଙ୍କୁ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସାବଧାନ କରାଇବା ନିମନ୍ତେ ଏହି ପତ୍ର ଲେଖିବାର ଉଦ୍ଦେଶ୍ୟ ଥିଲା । ଯୋହନ ଚାହୁଁ ନଥିଲେ ଯେ ବିଶ୍ବାସୀମାନେ ଭଣ୍ଡ ଶିକ୍ଷକମାନଙ୍କୁ ସାହାଯ୍ୟ କରନ୍ତୁ କିମ୍ବା ଅର୍ଥ ଦାନ କରନ୍ତୁ । (ଦେଖ:https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ କରାଯିବା ଉଚିତ୍ ?

ଅନୁବାଦକମାନେ ହୁଏତ ଏହି ପୁସ୍ତକର ନାମକୁ ଏହାର ପାରମ୍ପରିକ ନାମ “୨ୟ ଯୋହନ” ବା “ଦ୍ବିତୀୟ ଯୋହନ” ଦ୍ବାରା ନିର୍ଣୟ କରିଥାଇପାରନ୍ତି । କିମ୍ବା ସେମାନେ ହୁଏତ ସ୍ପଷ୍ଟ ଶୀର୍ଷକ ନିର୍ଣୟ କରିଥାଇପାରନ୍ତି, ଯେପରିକି “ଯୋହନଙ୍କଠାରୁ ଦ୍ବିତୀୟ ପତ୍ର” ବା “ଯୋହନଙ୍କ ଲିଖିତ ଦ୍ବିତୀୟ ପତ୍ର ।” (ଦେଖ: https://read.bibletranslationtools.org/u/WA-Catalog/*_tm/translate.html#translate-names)

ଭାଗ ୨: ଗୁରୁତ୍ବପୂର୍ଣ୍ଣ ଧର୍ମ ଓ ସାଂସ୍କୃତିକ ସଂକଳ୍ପ

ଆତିଥ୍ୟସତ୍କାର କ’ଣ ଅଟେ ?

ପାଶ୍ଚାତ୍ୟ ଦେଶରେ ଆତିଥ୍ୟସତ୍କାର ଏକ ଗୁରୁତ୍ବପୁର୍ଣ୍ଣ ସଂକଳ୍ପ ଥିଲା । ଏହା ବିଦେଶୀୟମାନଙ୍କ ପ୍ରତି କିମ୍ବା ବାହାର ଲୋକମାନଙ୍କ ସହିତ ବନ୍ଧୁତା ସ୍ଥାପନ କରି ସେମାନଙ୍କୁ ସାହାଯ୍ୟ ଯୋଗାଇବା ଏକ ଗୁରୁତ୍ବପୁର୍ଣ୍ଣ ବିଷୟ ଥିଲା ଯଦି ସେମାନେ ଏହା ଆବଶ୍ବକ କଲେ । ଯୋହନ ବିଶ୍ବାସୀମାନେ ଆତିଥିମାନଙ୍କୁ ଆତିଥ୍ୟ ଉତ୍ସର୍ଗ କରିବା ଚାହୁଁଥିଲେ । ଯାହା ହେଉ, ସେ ଭଣ୍ଡ ଶିକ୍ଷକମାନଙ୍କୁ ବିଶ୍ବାସୀମାନେ ଆତିଥ୍ୟ ଉତ୍ସର୍ଗ ନକରିବା ଚାହୁଁଥିଲେ ।

ଯୋହନ କେଉଁ ଲୋକମାନଙ୍କ ବିରୁଦ୍ଧରେ କହୁଥିଲେ ?

ଯୋହନ ସମ୍ଭବତଃ ସେହି ଲୋକମାନଙ୍କ ବିରୁଦ୍ଧରେ କହୁଥିଲେ ଯେଉଁମାନେ ଜ୍ଞାନୀ ଶିକ୍ଷକ ଭାବେ ପରିଚିତ ଥିଲେ । ଏହି ଲୋକମାନେ ବିଶ୍ବାସ କଲେ ଯେ ଭୌତିକ ଜଗତ ମନ୍ଦ ଥିଲା । ଯେହେତୁ ସେମାନେ ଯୀଶୁଙ୍କୁ ଈଶ୍ବର ହେବା ବିଶ୍ବାସ କଲେ, ସେମାନେ ପ୍ରତ୍ୟାଖାନ କଲେ ଯେ ସେ ପ୍ରକୃତରେ ଜଣେ ମନୁଷ୍ୟ ଥିଲେ । ଏହାର କାରଣ ସେମାନେ ମନେକଲେ ଯେ ଈଶ୍ବର ମନୁଷ୍ୟ ହୋଇପାରିବେ ନାହିଁଯେହେତୁ ଭୌତିକ ଶରୀର ମନ୍ଦ ଅଟେ । (ଦେଖ: https://read.bibletranslationtools.org/u/WA-Catalog/*_tw/kt.html#evil)

2 John 1

2 John 1:1

General Information:

ପାରମ୍ପରିକ ପ୍ରଥା ପ୍ରେରିତ ଯୋହନଙ୍କୁ ଏହି ପତ୍ରର ଲେଖକ ଭାବେ ପରିଚୟ ପ୍ରଦାନ କରେ । ଯଦିଓ ସମ୍ଭବତଃ ଜଣେ ମହିଳାଙ୍କ ନିକଟକୁ ବ୍ୟକ୍ତିଗତଭାବେ ସମ୍ଭୋଧନ କଲେ, କାରଣ ସେ ଉଲ୍ଲେଖ କରନ୍ତି ଯେ ସେମାନେ “ପରସ୍ପରକୁ ପ୍ରେମ କରିବା” ଉଚିତ୍, ଏହା ସମ୍ଭବତଃ ଏକ ମଣ୍ଡଳୀ ନିକଟକୁ ଲେଖାଯାଇଅଛି । ଏହି ପତ୍ରରେ “ତୁମ୍ଭେ” ଓ “ତୁମ୍ଭର” ସମସ୍ତ ଦୃଷ୍ଟାନ୍ତସମୁହ ବହୁବଚନ ଅଟନ୍ତି ନତୁବା ଉଲ୍ଲେଖ କରାଯାଇ ନଥାନ୍ତା । ଏହି ପତ୍ରରେ, ଯୋହନ “ଆମ୍ଭମାନଙ୍କୁ” ଏବଂ “ଆମ୍ଭମାନଙ୍କର” ଶବ୍ଦଟି ବ୍ୟବହାର କରିବା ଦ୍ବାରା ଆପଣାକୁ ଏବଂ ତାହାଙ୍କ ପାଠକମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି । (ଦେଖ:https://read.bibletranslationtools.org/u/WA-Catalog/*_tm/translate.html#figs-you ଏବଂhttps://read.bibletranslationtools.org/u/WA-Catalog/*_tm/translate.html#figs-inclusive)

From the elder to the chosen lady and her children

ଏହି ପ୍ରକାରେ ପତ୍ରଗୁଡିକ ଆରମ୍ଭ ହେଲା । ଲେଖକଙ୍କ ନାମକୁ ସୁସ୍ପଷ୍ଟ କରାଯାଇ ପାରେ । ଅନ୍ୟ ଏକ ଅନୁବାଦରେ: “ମୁଁ, ପ୍ରାଚୀନ ଯୋହନ, ମାନୋନୀତା ମହିଳା ଓ ତାହାଙ୍କ ସନ୍ତାନଗଣଙ୍କ ନିକଟକୁ ଏହି ପତ୍ର ଲେଖୁଅଛି” (ଦେଖ:https://read.bibletranslationtools.org/u/WA-Catalog/*_tm/translate.html#figs-explicit)

the elder

ଏହା ଯୋହନଙ୍କୁ, ପ୍ରେରିତ ଓ ଯୀଶୁଙ୍କ ଶିଷ୍ୟ ହେବା ସୁଚିତ କରେ । ସେ ଆପଣାକୁ ଜଣେ “ପ୍ରାଚୀନ” ସ୍ବରୁପ ଉଲ୍ଲେଖ କରନ୍ତି, କାରଣ ତାହାଙ୍କ ବୃଦ୍ଧ ବୟସ୍କର କାରଣରୁ କିମ୍ବା ସେ ମଣ୍ଡଳୀରେ ଜଣେ ଅଧକ୍ଷ ଅଟନ୍ତି ।

to the chosen lady and her children

ଏହା ସମ୍ଭବତଃ ଏକ ମଣ୍ଡଳୀକୁ ଏବଂ ବିଶ୍ବାସୀମାନଙ୍କୁ ସୁଚିତ କରେ ଯେ ଏହି ମଣ୍ଡଳୀରୁ ଅଟନ୍ତି । (ଦେଖ:https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 John 1:3

Father ... Son

ଏହିଗୁଡିକ ଗୁରୁତ୍ବପୁର୍ଣ୍ଣ ଶୀର୍ଷକ ଅଟନ୍ତି ଯାହା ଈଶ୍ବର ଏବଂ ଯୀଶୁଙ୍କ ମଧ୍ୟରେ ଥିବା ସର୍ମ୍ପକକୁ ବର୍ଣ୍ଣନା କରେ । (ଦେଖ:https://read.bibletranslationtools.org/u/WA-Catalog/*_tm/translate.html#guidelines-sonofgodprinciples)

in truth and love

“ସତ୍ୟ” ଶବ୍ଦଟି “ପ୍ରେମ” କୁ ବର୍ଣ୍ଣନା କରେ। ସମ୍ଭବତଃ ଏହାର ଅର୍ଥ “ସତ୍ୟ ପ୍ରେମରେ” ଅଟେ । (ଦେଖ୍:https://read.bibletranslationtools.org/u/WA-Catalog/*_tm/translate.html#figs-hendiadys)

2 John 1:4

your children

“ତୁମ୍ଭର” ଶବ୍ଦଟି ଏକବଚନ ଅଟେ. (ଦେଖ:https://read.bibletranslationtools.org/u/WA-Catalog/*_tm/translate.html#figs-you)

just as we have received this commandment from the Father

ଯେପରି ପିତା ଈଶ୍ବର ଆମ୍ଭମାନଙ୍କୁ ଆଜ୍ଞା ଦେଇଛନ୍ତି

2 John 1:5

you, lady ... writing to you

ଏହି ଦୃଷ୍ଟାନ୍ତରେ “ତୁମ୍ଭେ” ଏକବଚନ ଅଟନ୍ତି । (ଦେଖ:https://read.bibletranslationtools.org/u/WA-Catalog/*_tm/translate.html#figs-you)

not as though I were writing to you a new commandment

ଯଦିୟ ଏପରି ନୁହେଁ ଯେ ମୁଁ ତୁମ୍ଭମାନଙ୍କୁ କିଛି ନୁତନ ବିଷୟ କରିବାକୁ ଆଜ୍ଞା ଦେଉଅଛି

but one that we have had from the beginning

ଏଠାରେ, “ଆଦ୍ୟ” ଶଦ୍ଦଟି “ଯେତେବେଳେ ଆମ୍ଭେମାନେ ପ୍ରଥମେ ବିଶ୍ବାସ କଲୁ” ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଖ୍ରୀଷ୍ଟ ଆମ୍ଭମାନଙ୍କୁ ଯାହା କରିବାକୁ ଆଜ୍ଞା ଦେଇଅଛନ୍ତି ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି ଯାହା ଖ୍ରୀଷ୍ଟ ଆମ୍ଭମାନଙ୍କୁ ଆଜ୍ଞା ଦେଇଛନ୍ତି ଯେତେବେଳେ ଆମ୍ଭେମାନେ ପ୍ରଥମେ ବିଶ୍ବାସ କଲୁ । (ଦେଖ୍:https://read.bibletranslationtools.org/u/WA-Catalog/*_tm/translate.html#figs-explicit)

beginning—that we should love one another

ଏହା ଏକ ନୂଆ ବାକ୍ୟ ସଦୃଶ ଅନୁବାଦ କରାଯାଇ ପାରିବ । ଅନ୍ୟ ଏକ ଅନୁବାଦରେ: “ଆଦ୍ୟ” । ସେ ଆଜ୍ଞା ଦେଇଅଛନ୍ତି ଯେ ଆମ୍ଭେମାନେ ପରସ୍ପରକୁ ପ୍ରେମ କରିବା ଉଚିତ୍”

2 John 1:6

This is the commandment, just as you heard from the beginning, that you should walk in it

ଈଶ୍ବରଙ୍କ ଅଜ୍ଞା ଅନୁସାରେ ଆମ୍ଭମାନଙ୍କ ଜୀବନକୁ ପରିଚାଳନ କରିବା ବିଷୟରେ ଏପରି କୁହାଯାଇଛି ଯେପରି ଆମ୍ଭେମାନେ ସେମାନଙ୍କ ସହିତ ଚାଲୁଥିଲୁ । “ଏହା” ଶବ୍ଦଟି ପ୍ରେମକୁ ଦର୍ଶାଏ । “ଏବଂ ସେ ତୁମ୍ଭମାନଙ୍କୁ ଆଜ୍ଞା ଦେଇଅଛନ୍ତି, ଯେହେତୁ ତୁମ୍ଭେମାନେ ପ୍ରଥମେ ବିଶ୍ବାସ କଲ, ପରସ୍ପରକୁ ପ୍ରେମ କରିବା ନିମନ୍ତେ” (ଦେଖ:https://read.bibletranslationtools.org/u/WA-Catalog/*_tm/translate.html#figs-metaphor)

2 John 1:7

Connecting Statement:

ଯୋହନ ସେମାନଙ୍କୁ ପ୍ରବଞ୍ଚକମାନଙ୍କ ବିଷୟରେ ଚେତାବନୀ ଦିଅନ୍ତି, ଖ୍ରୀଷ୍ଟଙ୍କ ଶିକ୍ଷାରେ ଲାଗି ରହିବା ନିମନ୍ତେ ସେମାନଙ୍କୁ ସ୍ମରଣ କରାନ୍ତି, ଏବଂ ସେମାନଙ୍କଠାରୁ ଦୁରରେ ରହିବା ନିମନ୍ତେ ଚେତାବନୀ ଦିଅନ୍ତି ଯେଉଁମାନେ ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସାରେ ଚାଲନ୍ତି ନାହିଁ।

For many deceivers have gone out into the world

କରଣ ଅନେକ ଭଣ୍ଡ ଶିକ୍ଷକମାନେ ମଣ୍ଡଳୀକୁ ପରିତ୍ୟାଗ କରିଛନ୍ତି କିମ୍ବା “ କାରଣ ଅନେକ ପ୍ରବଞ୍ଚକମାନେ ଜଗତରେ ଅଛନ୍ତି”

many deceivers

ଅନେକ ଭଣ୍ଡ ଶିକ୍ଷକମାନେ ବା “ଅନେକ ପ୍ରବଞ୍ଚକମାନେ”

Jesus Christ came in the flesh

ଦେହବନ୍ତ ହେବା ଜଣେ ପ୍ରକୃତ ବ୍ୟକ୍ତି ନିମନ୍ତେ ଏକ ସୂଚକ ବାକ୍ୟ ଅଟେ । ଅନ୍ୟ ଏକ ଅନୁବାଦରେ: “ଯୀଶୁଖ୍ରୀଷ୍ଟ ଜଣେ ପ୍ରକୃତ ମାନବ ରୂପରେ ଅବତିର୍ଣ ହେଲେ” (ଦେଖ:https://read.bibletranslationtools.org/u/WA-Catalog/*_tm/translate.html#figs-metonymy)

This is the deceiver and the antichrist

ସେମାନେ କେବଳ ଯେଉଁମାନେ ଅନ୍ୟମାନଙ୍କୁ ପ୍ରତାରଣା କରନ୍ତି ଏବଂ ଖ୍ରୀଷ୍ଟଙ୍କୁ ବିରୋଧ କରନ୍ତି

2 John 1:8

Look to yourselves

ଜାଗି ରୁହ ବା “ଧ୍ୟାନ ଦିଅ”

lose the things

ସ୍ବର୍ଗରେ ତୁମ୍ଭମାନଙ୍କ ଭବିଷ୍ବତ ପୁରସ୍କାର ହରାଇବ

full reward

ସ୍ବର୍ଗରେ ନିତାନ୍ତ ପୁରସ୍କାର ଅଛି

2 John 1:9

Whoever goes on ahead

ଏହା ଜଣେ ବ୍ୟକ୍ତିଙ୍କୁ ସୁଚିତ କରେ ଯେ ଈଶ୍ବର ଓ ସତ୍ୟ ବିଷୟରେ ଅନ୍ୟମାନଙ୍କ ତୁଳନାରେ ଅଧିକ ଜାଣିବା ଦାବି କରନ୍ତି । ଅନ୍ୟ ଏକ ଅନୁବାଦରେ: “ଯେକେହି ଈଶ୍ବରଙ୍କ ବିଷୟରେ ଅଧିକ ଜାଣିବା ଦାବି କରେ” ବା “ଯେକେହି ସତ୍ୟକୁ ଅବଜ୍ଞା କରେ”

does not have God

ସେ ଈଶ୍ବରଙ୍କଠାରୁ ଜାତ ନୁହେ

The one who remains in the teaching, this one has both the Father and the Son

ଯେଉଁମାନେ ଖ୍ରୀଷ୍ଟଙ୍କ ଶିକ୍ଷା ଅନୁକରଣ କରନ୍ତି ଉଭୟ ପିତା ଓ ପୁତ୍ରଙ୍କଠାରୁ ଜାତ ଅଟନ୍ତି

the Father and the Son

ଏଗୁଡିକ ଗୁରୁତ୍ବପୁର୍ଣ୍ଣ ଶୀର୍ଷକ ଅଟନ୍ତି ଯାହା ଈଶ୍ବର ଏବଂ ଯୀଶୁଙ୍କ ମଧ୍ୟରେ ଥିବା ସଂର୍ମ୍ପକକୁ ବର୍ଣ୍ଣନା କରନ୍ତି । (ଦେଖ:https://read.bibletranslationtools.org/u/WA-Catalog/*_tm/translate.html#guidelines-sonofgodprinciples)

2 John 1:10

receive him into your house

ଏଠାରେ ଏହାର ଅର୍ଥ ଯେ ତାହାକୁ ସ୍ବାଗତ କରିବା ଏବଂ ତାହାଙ୍କ ସହିତ ସର୍ମ୍ପକ ସ୍ଥାପନ କରିବା ନିମନ୍ତେ ତାହାଙ୍କୁ ସମ୍ମାନର ସହିତ ଆତିଥ୍ୟ କରିବା ।

2 John 1:11

participates in his evil deeds

ତାହାଙ୍କ ମନ୍ଦ କାର୍ଯ୍ୟରେ ତାହାଙ୍କ ସହିତ ଅଂଶୀ ହେବା କିମ୍ବା “ତାହାଙ୍କୁ ମନ୍ଦ କାର୍ଯ୍ୟ କରିବାରେ ସାହାଯ୍ୟ କରିବା”

2 John 1:12

General Information:

୧୨ ପଦରେ “ତୁମେ” ଶବ୍ଦଟି ଏକବଚନ ଅଟେ । ୧୩ ପଦରେ “ତୁମ୍ଭର” ଶବ୍ଦଟି ବହୁବଚନ ଅଟେ । (ଦେଖ:https://read.bibletranslationtools.org/u/WA-Catalog/*_tm/translate.html#figs-you)

Connecting Statement:

ଯୋହନଙ୍କ ପତ୍ର ସେମାନଙ୍କୁ ସାକ୍ଷାତ କରିବାର ଅଭିଳାଷ କରି ସମାପ୍ତ ହୁଏ ଏବଂ ଅନ୍ୟ ଏକ ମଣ୍ଡଳୀଠାରୁ ଶୁଭେଚ୍ଛା ଜଣାଏ ।

I did not wish to write them with paper and ink

ଯୋହନ ଅନ୍ୟ ବିଷୟଗୁଡିକ ଲେଖିବାକୁ ଇଚ୍ଛା କରନ୍ତି ନାହିଁ କିନ୍ତୁ ସେ ସେମାନଙ୍କ ନିକଟକୁ ଯାଇ ସେହି କଥା କହିବାକୁ ଚାହାନ୍ତି । ସେ ଏହା କହୁ ନାହାନ୍ତି ଯେ ସେ ସେମାନଙ୍କୁ କାଗଜ ଓ କଲମରେ ନଲେଖି ଅନ୍ୟ କୌଣସି ବିଷୟରେ ଲେଖିବେ ।

speak face to face

ଏଠାରେ ମୁଖାମୁଖି ଶଦ୍ଦଟି ଏକ ଋଢୀ ଅଟେ, ଯାହାର ଅର୍ଥ ସେମାନଙ୍କ ଉପସ୍ଥିତିରେ କଥା ହେବା ବା କହିବା । ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କ ଉପସ୍ଥିତିରେ କଥାବାର୍ତ୍ତା କରିବା” କିମ୍ବା “ବ୍ୟକ୍ତିଗତଭାବେ ତୁମ୍ଭମାନଙ୍କ ସହିତ କଥାବାର୍ତ୍ତା କରିବା” (ଦେଖ:https://read.bibletranslationtools.org/u/WA-Catalog/*_tm/translate.html#figs-idiom)

2 John 1:13

The children of your chosen sister

ଏଠାରେ ଯୋହନ ଅନ୍ୟ ମଣ୍ଡଳୀମାନଙ୍କ ବିଷୟରେ ଏପରି କହନ୍ତି ଯେପରି ସେଗୁଡ଼ିକ ଏହି ପତ୍ରର ପାଠକମାନଙ୍କ ମଣ୍ଡଳୀର ଜଣେ ଭଗିନୀ ଥିଲେ ଏବଂ ବିଶ୍ବାସୀମାନେ ସେହି ମଣ୍ଡଳୀର ଏକ ଅଂଶ ଥିଲେ ଯେପରିକି ସେମାନେ ସେହି ମଣ୍ଡଳୀର ସନ୍ତାନଗଣ ଥିଲେ । ଏହା ଗୁରୁତ୍ବାରୋପ କରେ ଯେ ସମସ୍ତ ବିଶ୍ବାସୀମାନେ ଏକ ଆତ୍ମିକ ପରିବାର ଅଟନ୍ତି. (ଦେଖ:https://read.bibletranslationtools.org/u/WA-Catalog/*_tm/translate.html#figs-metaphor)